ସାତପଡ଼ା :: ଜନ୍ହିକୁଦା ଠାରୁ ସାତପଡା ଚିଲିକାରେ ଡଙ୍ଗା ଯାତାୟତକୁ ନେଇ ବିବାଦ ଘନେଇବା ପରେ ଲୋକେ ବହୁ ଅସୁବିଧାରେ ପଡିଛନ୍ତି | ଶନିବାର ଦିନତମାମ ସାତପଡା ଓ ଜନ୍ହିକୁଦା ପେଣ୍ଠରେ ବିବାଦ ଯୋଗୁଁ ଯାତ୍ରୀବାହୀ ଡଙ୍ଗା ବିଳମ୍ବରେ କୁଳରେ ପହଞ୍ଚିଛି | ଅପରାହ୍ନ ଚାରି ଘଣ୍ଟା ସମୟରେ ଚିଲିକାରେ ଜଳସ୍ଥର କମିଯିବାରୁ ମଝି ଚିଲିକାରେ ଯାତ୍ରୀବାହୀ ଡ଼ଙ୍ଗା କିଛି ସମୟ ପାଇଁ ଅଟକି ରହିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି |