ବ୍ରହ୍ମପୁର ::- ଏସପି ଭାବେ ଦାୟିତ୍ଵ ନେଲେ ଶ୍ରବଣ ବିବେକ ଏମ। ବ୍ରହ୍ମପୁର ପୂର୍ବତନ ଏସପି ପୀନାକ ମିଶ୍ରଙ୍କ ଠାରୁ ଦାୟିତ୍ବ ନେଲେ l ବ୍ରହ୍ମପୁର ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ସଜାଡିବା ସହ ସାଇବର ଅପରାଧକୁ ରୋକିବାକୁ ପ୍ରାଥମିକତା ଦିଆଯିବ। ପିପୁଲ ଫେଣ୍ଡ୍ରେଲି ଭାବେ ପୋଲିସ ବ୍ରହ୍ମପୁରରେ କାମ କରିବ। ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ନୂତନ ଏସପିଙ୍କୁ କଲେ ଭବ୍ୟ ସ୍ବାଗତ ।